Important Announcement
PubHTML5 Scheduled Server Maintenance on (GMT) Sunday, June 26th, 2:00 am - 8:00 am.
PubHTML5 site will be inoperative during the times indicated!

Animation Odisha Download
  • 0
  • 0
JULY_BRUTTANTA
ଆମ ତରଫ ରୁ ପ୍ରସ୍ତୁତ ଓଡ଼ିଆ ମାସିକ ପତ୍ରିକା ର ଏହା ହେଉଛି ଚତୁର୍ବିଂଶ ପ୍ରକାଶନ। ଆଶା କରୁଛୁ ପତ୍ରିକା ଟିର ନୂଆ ରୂପ ଆପଣଙ୍କୁ ପସନ୍ଦ ଆସିବ , ଏହା ନିଶ୍ଚୟ ଆପଣଙ୍କ ପାଇଁ ମନୋରଞ୍ଜନ ଭିିତ୍ତିକ ତଥା ଜ୍ଞାନ ବର୍ଦ୍ଧକ ହେବ ।

ଯଦି ଆପଣ ଚହୁଁଛନ୍ତି ଆପଣଙ୍କ ଦ୍ଵାରା ପ୍ରସ୍ତୁତ କୌଣସି ଗଳ୍ପ, କବିତା, ଘଟଣା ସମ୍ବନ୍ଧିତ ଆଲୋଚନା, ପାକପଦ୍ଧତି, କିମ୍ବା ଅନ୍ୟାନ୍ୟ ତଥ୍ୟ ଆନିମେସନଓଡ଼ିଶା ର ମାସିକ ପତ୍ରିକା ରେ ପ୍ରକାଶ ପାଇବାକୁ, ତେବେ ଆପଣ ଆମ ସହ ଇମେଲ ( [email protected] ) ରେ ଯୋଗାଯୋଗ କରିପାରିବେ ।

ପ୍ରତି ମାସ ରେ ପ୍ରକାଶ ପାଉଥିବା ଏହି ମସିକ ପତ୍ରିକା କୁ ଆପଣ ମାନେ ଅଧିକ ରୁ ଅଧିକ ପଢନ୍ତୁ ଏବଂ ଅନ୍ୟ ମାନଙ୍କୁ ସେୟାର କରନ୍ତୁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆନିମେସନ୍ଓଡ଼ିଶା ଟିମ୍ ଆପଣମାନଙ୍କ ଶୁଭ କାମନା କରୁଛି...

Like this book? You can publish your book online for free in a few minutes!

Create your own flipbook
View Text Version Likes : 0
Category : All Report
  • Follow

  • Upload

  • 0

  • Embed

  • Share

JULY_BRUTTANTA